ରାଜପଥ ରେ ବିରାଟ ଗର୍ତ୍ତ

ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଆରଡ଼ି ଛକ ନିକଟରେ ରାଜପଥ ପୋଲ ଉପରେ ସୃଷ୍ଟି ହେଲା ଏକ ବିରାଟକାୟ ଗାତ ଧସିଲା ରାସ୍ତା. ତେବେ ଗତ କିଛି ଦିନ ପୂର୍ବେ ନିର୍ମାଣ ହେଇଥିବା ଏହି ରାସ୍ତାର କାମ ନିମ୍ନ ମାନର ହେଇଥିବା କାରଣ ରୁ ଏଭଳି ହୋଇଥିବା କୁହା ଯାଉଛି.ତେବେ ଏହାର ମରାମତି ଶୀଘ୍ର କରା ଯିବାକୁ ଭଦ୍ରକ ଜ଼ିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଧର ଜାତୀୟ ରାଜପଥ ଅଥରିଟି ଙ୍କୁ ନିର୍ଦେଶ ଦେଇଛନ୍ତି

Report.. ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *