ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ନିର୍ମାଣ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ପଥର ପିଚୁରୋଡ ଉପରେ ଘାସଗଛ ସିମେଣ୍ଟ ରୋଡ ଉପରୁ ଉଠିଲାଣି ଗୋଡି ।ହିଞ୍ଜିଳିକାଟୁ ୩୧/୦୭/୨୩, ପିଚୁରୋଡ ରେ ଉଠିଛି ଘାସ ଗଛ । ସିମେଣ୍ଟ ରୋଡ ଉଠିଲାଣି ଗୋଡି । ଘାସ ଗଛକୁ ଦେଖି ହସୁଛନ୍ତି ବାଟୋଇ । ଗାଁ ସିମେଣ୍ଟ ରୋଡରେ ଚାଲି ପାରୁନାହାନ୍ତି ଗାଁ ଲୋକେ । ଏହା ଆମେ କହୁନୁ କି ଏହା ଆପଣ ମାନେ ମଧ୍ୟ କହିବେ । ପିଚୁରୋଡର ଘାସକୁ ଦେଖିଲେ ଯେପରି ହସିବେ ସେହିପରି ସିମେଣ୍ଟ ରୋଡ କୁ ଦେଖିଲେ ବହୁତ କଷ୍ଟ ଅନୁଭବ କରିବେ । ଏହାଯେ ଖାଲିପାଦରେ ଗୁଡି ଉଠିବା ରୋଡରେ ଚାଲିଲେ କଣ ଅନୁଭବ ଅନୁଭବି ଲୋକ ହିଁ ବିଚାର କରିବେ । କେବଳ ସେତିକି ନୁହେଁ ଖାଲିପାଦରେ ଚଲାବୁଲା କରୁଥିବା ଗାଁ ଲୋକେ ହନ୍ତସନ୍ତ ହେଉଥିବା ଜଣାପଡେ । କେଉଁ ସିମେଣ୍ଟ ରେ ସିମେଣ୍ଟ ରୋଡ ର ଗୁଣାତ୍ମକ ଉପରେ ସନ୍ଦେହ କୁ ପିଚୁରୋଡ ଉପରେ ଘାସଗଛ କୁ ନେଇ ଦୁର୍ନୀତି ର ଗନ୍ଧ ବାରି ହେଉଛି । ଅନ୍ୟ ପଟରୁ ସରକାରଙ୍କ ବିକାଶକୁ ପଦାରେ ପକାଇବା ଅନୁମାନ କରାଯାଏ । ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି କିନ୍ତୁ ଏସବୁ ପାଣିରେ ଧୋଇ ହୋଇଯାଉଛି ।ଯାହାକି ସ୍ବଷ୍ଟ ଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ରେ ଦେଖିବା ପାଇଁ ମିଳିଛି ।ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ହୋଇଥିବା ପିଚୁରୋଡ ରେ ଘାସ ଏବଂ ସିମେଣ୍ଟ ରୋଡ ଉପରେ ଗୁଡି ଗୁଡିକ ଉଠିବାର ଦେଖିବା ପାଇଁ ମିଳିଛି । ତାହା ପୁଣି ନିର୍ମାଣ କାର୍ଯ୍ୟ ଶେଷ ହେବାର ୩ ରୁ ୪ମାସରେ ଏହି ଦୃଶ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଦେଖିବା ପାଇଁ ମିଳିଛି ।ଆମେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଳକ ଅନ୍ତର୍ଗତ ସାରୁ ପଞ୍ଚାୟତର ପୁନରଖଣ୍ଡି ଗ୍ରାମବାସୀ ହିସାବରେ ଗଣମାଧ୍ୟମ ଆଗରେ କହୁଛୁ କି ଆମ ଗାଁରେ ହୋଇଥିବା ସିମେଣ୍ଟ ରୋଡ ଉପରୁ ଗୁଡ଼ି ଗୁଡିକ ବାହାରି ଗଲାଣି । କାମ ସମୟରେ ଆମେ ଠିକାଦାରଙ୍କୁ କହିଲୁ କି ଭଲକରି କାମ କର । ଭଲ ସିମେଣ୍ଟ ରେ କାମ କର । ଆଗରୁ ହେଇଥିବା ସିମେଣ୍ଟ ରୋଡ ଭଲ ଭାବରେ ହୋଇଥିଲା ଏଣୁ ଭଲ ଭାବରେ ଯଦି କରିବା କର ନହେଲେ ଭଲ ଥିବା ରୋଡ ଉପରେ ଖରାପ କାମ କରନହିଁ ।ଏହା ଆମେ ପୁର୍ବରୁ କହିଥିଲୁ କିନ୍ତୁ ଠିକାଦାର ଶୁଣିନଥିଲେ । ଯାହାକି ଆଜି ଆମେ ରାସ୍ତାରେ ଗଲାବେଳେ ଆମ ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଲ ବାଡିକୁ ଗଲାବେଳେ ବହୁତ କଷ୍ଟ ଅନୁଭବ କରୁଛୁ ।ଏଣୁ ଆମର ଅଭିଯୋଗ ଏହାଯେ ମୁଖ୍ୟମନ୍ତ୍ରୀ ସଡକ ପଥକୁ ପୁନର୍ବାର ମରାମତି କରିବା କୁ ଗଣମାଧ୍ୟମ ଦ୍ବାରା ଆମ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ।ଖବରମୁତାବକ ଶାସନଆମ୍ବଗାଁ ରୋଡ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ପିଚୁରୋଡରେ ଘାସ ଓ ସିମେଣ୍ଟ ରୋଡ ଠାରେ ଗୁଡି ଉଠିବା ନେଇ ମୁହଁ ଖୋଲିଲେ ସ୍ଥାନୀୟ ଗାଁ ଲୋକେ । କାମ ଶେଷ ହେବାର କିଛି ଦିନରେ ଏହା ଦେଖିବା ପାଇଁ ମିଳିଛି ।ନିର୍ମାଣ କାର୍ଯର ୩ମାସରୁ ୪ମାସ ପରେ ଏହି ଦୃଶ୍ୟ ଦେଖିବା ପାଇଁ ପିଚୁରୋଡରେ ମିଳିଛି । ପିଚୁରୋଡ ରେ ଉଠୁଛି ଘାସ ଏବଂ ସିମେଣ୍ଟ ରୋଡରେ ଗୋଡି ଉଠିବାରେ ଲାଗିଛି । ଯାହାକି ଆମେ ଆପଣଙ୍କୁ ସେଠିକାର ଭିଜୁଆଲ ମଧ୍ୟ ଦେଖାଉଛୁ । କିଛି ମାସ ପୁର୍ବରୁ ସ୍ଥାନୀୟ ଅଞ୍ଚଳରେ ନିମ୍ନମାନର କାର୍ଯ୍ଯକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନୀରବତା ଥିବା ଗ୍ରାମବାସୀ ମାନେ କହିଛନ୍ତି ।ବର୍ତ୍ତମାନ ଏହି ପ୍ରକାର କାର୍ଯ୍ୟ କୁ ନେଇ ସ୍ଥାନୀୟ ହିଞ୍ଜିଳି ଅଞ୍ଚଳରେ ଚର୍ଚ୍ଚା ହେଉଛି କି ଠିକାଦାରଙ୍କ ମନମାନି କାର୍ଯ୍ଯକୁ ବିଭାଗୀୟ ଅଧିକାରୀଙ୍କ ମଧୁର ଯୋଡି ର ନିମ୍ନମାନର କାର୍ଯ୍ୟ ଦେଖିବା ପାଇଁ ମିଳିଛି ।ଏହି କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀ କହିଥିଲେ ନା ଜାଣିସୁଣି ଠିକାଦାର କରିଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନରେ ରହିଛି । କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏଭଳି ହୋଇଥିବା କୁ ନେଇ ହୋଇଛି ବୋଲି ତାହାକୁ ନେଇ ମୁଖ୍ୟମନ୍ତ୍ରୀ ସଡକ ଚର୍ଚ୍ଚା ର ପରିସରକୁ ହିଞ୍ଜିଳି ଅଞ୍ଚଳରେ ଆସିଛି ।ପୁନର୍ବାର ଏହି ରୋଡ ମରାମତି ହେବ ନା ଆଉକିଛି ହେବ ତାହା ଭବିଷ୍ୟତରେ ଆମେ ଆପଣଙ୍କୁ ଆମ ଚାନେଲ ମଧ୍ଯ୍ଯମରେ ଜଣାଇବାକୁ ବାକି ରହିଲା । ଶାସନଆମ୍ବଗାଁ ରୋଡ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ପିଚୁରୋଡରେ ଘାସ ଓ ସିମେଣ୍ଟ ରୋଡ ଠାରେ ଗୁଡି ଉଠିବା ନେଇ ମୁହଁ ଖୋଲିଲେ ସ୍ଥାନୀୟ ଗାଁ ଲୋକେ । କାମ ଶେଷ ହେବାର କିଛି ଦିନରେ ଏହା ଦେଖିବା ପାଇଁ ମିଳିଛି ।ନିର୍ମାଣ କାର୍ଯର ୩ମାସରୁ ୪ମାସ ପରେ ଏହି ଦୃଶ୍ୟ ଦେଖିବା ପାଇଁ ପିଚୁରୋଡରେ ମିଳିଛି । ଉଠୁଛି ଘାସ ଏବଂ ସିମେଣ୍ଟ ରୋଡରେ ଗୋଡି ଉଠିବାରେ ଲାଗିଛି । ଯାହାକି ଆମେ ଆପଣଙ୍କୁ ସେଠିକାର ଭିଜୁଆଲ ମଧ୍ୟ ଦେଖାଉଛୁ । କିଛି ମାସ ପୁର୍ବରୁ ସ୍ଥାନୀୟ ଅଞ୍ଚଳରେ ନିମ୍ନମାନର କାର୍ଯ୍ଯକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନୀରବତା ଥିବା ଗ୍ରାମବାସୀ ମାନେ କହିଛନ୍ତି ।ବର୍ତ୍ତମାନ ଏହି ପ୍ରକାର କାର୍ଯ୍ୟ କୁ ନେଇ ସ୍ଥାନୀୟ ହିଞ୍ଜିଳି ଅଞ୍ଚଳରେ ଚର୍ଚ୍ଚା ହେଉଛି କି ଠିକାଦାରଙ୍କ ମନମାନି କାର୍ଯ୍ଯକୁ ।ଏହି କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀ କହିଥିଲେ ନା ଜାଣିସୁଣି ଠିକାଦାର କରିଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନରେ ରହିଛି । କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏଭଳି ହୋଇଥିବା କୁ ନେଇ ହୋଇଛି ବୋଲି ତାହାକୁ ନେଇ ମୁଖ୍ୟମନ୍ତ୍ରୀ ସଡକ ଚର୍ଚ୍ଚା ର ପରିସରକୁ ହିଞ୍ଜିଳି ଅଞ୍ଚଳରେ ଆସିଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରଂଜିତ କୁମାର ପୋଲାଇ

Leave a Reply

Your email address will not be published. Required fields are marked *