ବିଷାକ୍ତ_ଇଞ୍ଜେକସନରୁ_ମୃତ୍ୟୁ

-ଭୁବନେଶ୍ବର: ବିଷାକ୍ତ ଇଞ୍ଜେକସନ ନେଇ ଯୁବକଙ୍କ ମୃତ୍ୟୁ ସନ୍ଦେହ-ମୃତକ ଅସ୍ତରଙ୍ଗର, ଘରୋଇ ହସ୍ପିଟାଲରେ ଲ୍ୟାବ୍‌ ଟେକ୍ନିସିଆନ ଥିଲେ-ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ-ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି-ପୋଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି-ତଦନ୍ତ ବେଳେ ମୃତକଙ୍କ ପକେଟରୁ ଏକ ଇଞ୍ଜେକସନ ମିଳିଛି-ତେଣୁ ବିଷାକ୍ତ ଇଞ୍ଜେକ୍ସନ ନିଜେ ନେଇଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ-ପରିବାର ଲୋକଙ୍କୁ ପଚରାଉଚରା ପରେ କାରଣ ଜଣାପଡ଼ିବ କହୁଛି ପୋଲିସ l

Leave a Reply

Your email address will not be published. Required fields are marked *