ରାସ୍ତା ତଳକୁ ଓଲଟିଲା ଆଇରନ୍ ବୋଝେଇ ଟ୍ରକ

ଦିନକୁ ଦିନ ଦୁର୍ଘଟଣା ଏତେ ମାତ୍ରାରେ ବଢିଗଲାଣି ଯେ ଘରୁ ବାହାରିବା ବେଳକୁ ନିଜକୁ ଡର ଲାଗୁଛି। ବର୍ତ୍ତମାନ ବାସୁଦେବପୁର ଵାସୀ ଙ୍କ ଦୁଃଖ ଆଇରନ୍ ବୋଝେଇ ଟ୍ରକ।ଏହି ଆଇରନ୍ ବୋଝେଇ ଟ୍ରକ ବାସୁଦେଵପୁର ଦେଇ ପ୍ରତ୍ୟେକ ଦିନ ଧାମରା ବନ୍ଦର କୁ ଯିବା ଆସିବା କରୁଛି। କିନ୍ତୁ ଏହି ଆଇରନ୍ ବୋଝେଇ ଟ୍ରକ ପାଇଁ ବାସୁଦେବପୁର ଵାସୀ ଙ୍କର ଵହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ହେଲେ ଆସନ୍ତା କାଲି ଏକ ଆଇରନ୍ ବୋଝେଇ ଟ୍ରକ ବାସୁଦେଵପୁର କୋଷ୍ଟକେନାଲ୍ ଛକ ନିକଟରେ ଦୃର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି।ଆସନ୍ତା କାଲି ଏକ ଆଇରନ୍ ବୋଝେଇ ଟ୍ରକ ରାତି ପ୍ରାୟ ଗୋଟାଏ ସମୟରେ ଜାମୁଝାଡି ଧାମରା ମୁଖ୍ୟ ରାସ୍ତା କୋଷ୍ଟକେନାଲ୍ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି।ହେଲେ ଏହି ଦୃର୍ଘଟଣା ରେ ଡ୍ରାଇଭର ର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

punil Kumar Samanta reporter

Leave a Reply

Your email address will not be published. Required fields are marked *