ଦୁଇ ଗୋରୁ ଗାଡି ଜବତ

ଦୁଇ ଗୋରୁ ଗାଡି ଜବତ ସହ ତିନିଜଣ ଅଟକ କାମାକ୍ଷାନଗର 1/8/23 -ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ର ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଗତ କାଲି ରାତ୍ର ସମୟ ରେ ଶଙ୍କରପୁର ସ୍ଥିତ ପଥରଗଡା ଠାରୁ ଦୁଇଟି ଗୋରୁ ଗାଡି ସହ ପଚିଶ ଗୋରୁ ଜବତ କରିବା ସହିତ ତିନି ଜଣ ଗୋରୁ ମାଫିଆ ଙ୍କୁ ଜବତ କରି ସେହି ରାତ୍ର ସମୟ ରେ ସଦର ଥାନା କୁ ପଠାଇ ଦେଇଛନ୍ତି!ସେହି ଗାଡି ରେ ଗୋଟିଏ ଗୋରୁ ମୃତୁବରଣ କରିଛି ବୋଲି ଭାପୁର ଥାନା ଅଧିକାରୀ ଚନ୍ଦ୍ରକାନ୍ତ ସେଠି ମତାମତ ଦେଇଛନ୍ତି!ଏଣୁ ଭାପୁର ଥାନା ଅଧିକାରୀ କଳବଳେ ସେହି ତିନି ଜଣ ବ୍ୟକ୍ତି କୁ ଆରେଷ୍ଟ କରିବା ସହିତ ଗୋରୁ ଓ଼ ଗାଡି କୁ ଜବତ କରିଛନ୍ତି!ସେହି ଭାପୁର ଫାଣ୍ଡି ରେ ଥିବା ସମୟ ରେ ଚନ୍ଦ୍ରକାନ୍ତ ସେଠି ଅନେକ କେଶ ଧରିଛନ୍ତି!ତାଙ୍କର କାର୍ଯ୍ୟ ଦକ୍ଷତା ର ପ୍ରମାଣ ଦେଖିବାକୁ ମିଳିଛି!ଢେଙ୍କାନାଳ ଜିଲାରେ ଗୋରୁ ମାଫିଆ ଙ୍କ ଉତ୍ପାତ ଦେଖିବାକୁ ମିଳିଛି!ଅନେକ ସମୟ ରେ ରାତ୍ର ବେଳା ଗୋରୁ ମାଫିଆ ମାନେ ଗୋରୁ ବିକ୍ରି ପାଇଁ ନେଉଛନ୍ତି!ଯଦି ଥାନା ଅଧିକାରୀ ମାନେ ତପ୍ତର ହୁଅନ୍ତେ ପ୍ରତିଦିନ ଗୋରୁ ମାଫିଆ ମାନଙ୍କୁ ଧରନ୍ତେ!ଭାପୁର ଫାଣ୍ଡି ଅଧିକାରୀ ଜବତ କରିଥିବା ଗୋରୁ ଓ଼ ଗାଡି କୁ ଭାପୁର ଫାଣ୍ଡି ରେ ରଖିଥିବା ବେଳେ ତିନି ଜଣ ଗୋରୁ ମାଫିଆ ଙ୍କୁ ସଦର ଥାନା କୁ ପଠାଇଥିଲେ!ସେହି ତିନି ଜଣ ଙ୍କ ନାମରେ କେଶ ରୁଜୁ ହୋଇଛି!ସେହି ତିନିଜଣ ଙ୍କ ନାମରେ ଯେଉଁ କେଶ ରୁଜୁ ହୋଇଛି ତାହା ହେଲା -633/23ତାହା ସଦର ଥାନା ଅଧିକାରୀ କେଶ ରୁଜୁ କରିଛନ୍ତି!ଏଣୁ ଭାପୁର ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରମାଣ ମିଳୁଛି!

Leave a Reply

Your email address will not be published. Required fields are marked *