ଢ଼େଙ୍କାନାଳ ଜିଲ୍ଲାରେ ଆମ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ

ଢେଙ୍କନାଳ ର ୮ଟି ଯାକ ବ୍ଲକରେ ଆଜି ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭିଡିଓ କନଭରେନସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଓ ଆମ ଓଡିଶା ନବିନ ଓଡିଶାର ଅଧକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହି ସମଗ୍ର ଜିଲ୍ଲାର ଜନସାଧାରଣଙ୍କ ଉଦେଶ୍ୟରେ ୩ହଜାର ୫୩ଟି ଉନୟନ ମୂଳକ ପ୍ରକଳ୍ପ ପାଇଁ ୧୦୬ କୋଟି ଟଙ୍କା ଘୋଷଣା କରିଛନ୍ତି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହିବା ସହ ,ପର୍ଜଙ୍ଗରେ ବିଧାୟକ ନୃସିହ ସାହୁ,କଙ୍କଡାହାଡ଼ ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରି ଜ୍ୟେତି ଶଙ୍କର ସାହୁ,ଭୂବନ ଠାରେ ବିଡିଓ କଲ୍ୟାଣ ସୈାରଭ ଦାସ ଉପସ୍ଥୀତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଯେଉଁଥିରେ ମଠ,ମନ୍ଦିର,ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ,କୃଷି,ରାସ୍ତା ମହିମା ପିଠକୁ ସାମିଲ କରାଯାଇଛି।ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ମହତକାଂକ୍ଷି ଯୋଜନା ଲକ୍ଷ୍ୟ ନେଇ ଆମ ଓଡିଶା ନବିନ ଓଡିଶା ଗଠନ କରାଯାଇଛି । ବ

prakash Kumar Patra reporter

Leave a Reply

Your email address will not be published. Required fields are marked *