ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଲିଶିରିଆ ଗ୍ରାମର ଜଳେଶ୍ୱରୀ ମନ୍ଦିର ସାମ୍ନାରୁ ଚଢ଼ାଉ କରି ପ୍ରକାଶ ସାହୁ ବୟସ -୪୬ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରି ନିମାପଡାଅବକାରୀ ଥାନା କେସ ନଂ :- ୧୬୧/୨୩-୨୪ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି. ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧,୬୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା,Staff- ତପନ କୁମାର ପ୍ରଧାନ ,ସ୍ୱାଗତିକା ଘେଡଇ ପ୍ରମୁଖସାମିଲ ଥିଲେ. ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଲିଶିରିଆ ଗ୍ରାମର ଜଳେଶ୍ୱରୀ ମନ୍ଦିର ସାମ୍ନାରୁ ଚଢ଼ାଉ କରି ପ୍ରକାଶ ସାହୁ ବୟସ -୪୬ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରି ନିମାପଡାଅବକାରୀ ଥାନା କେସ ନଂ :- ୧୬୧/୨୩-୨୪ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି. ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧,୬୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା,Staff- ତପନ କୁମାର ପ୍ରଧାନ ,ସ୍ୱାଗତିକା ଘେଡଇ ପ୍ରମୁଖସାମିଲ ଥିଲେ.

Leave a Reply

Your email address will not be published. Required fields are marked *