ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ

ଅଦ୍ୟ ତା.୧୯।୦୧।୨୦୨୪ ରିଖ ଦିବା ୧୧ଘଣ୍ଟା ସମୟେ ବେଲଦଳ ବାତ୳୲ ଆଶ୍ରୟସ୍ଥଳି ଠାରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ, ପୂର୍ବତନ ପ୍ରଶାସକ ତଥା ପୂର୍ବତନ ପୁରୀ ଜିଲ୍ଲାପାଳ ସ୍ୱର୍ଗତ ସଚ୍ଚିଦାନନ୍ଦ ରଥ ଙ୍କର ଧର୍ମପତ୍ନୀ ବିନୋଦିନୀ ରଥ ଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ସଂଘର୍ଷ ସମିତିର ସଭାପତି,ସମ୍ପାଦକ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀମତୀ ରଥଙ୍କ ଉଦେଶ୍ଯ ରେ ମତବ୍ୟକ୍ତ ରଖିଥିଲେ।

Leave a Reply

Your email address will not be published. Required fields are marked *