ଜଟଣୀରେ ଉଦଘାଟିତ ହେଲା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍

ଜଟଣୀ ଖୁଦୁପୁର ଖେଳ ପଡିଆ ଠାରେ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମର ର ଭର୍ଚୁଆଲ ଦ୍ଵାରା ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୌରପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା,ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

ଏହି ଷ୍ଟାଡିୟମ ରେ ଅତ୍ୟାଧୁନିକ ଖେଳ ସାମଗ୍ରୀ ସୁବିଧା ରହିଛି ଯାହାଦ୍ଵାରା ଜଟଣୀର ଖେଳାଳି ମାନେ ଅନେକ ଉପକୃତ ହେବେ ।ଜଟଣୀ ରୁ ସାହାବୁଦ୍ଦିନ ଖାଁ ।

Leave a Reply

Your email address will not be published. Required fields are marked *