ହନୁମାନ ଜୀଉଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ହନୁମାନ ଜୀଉଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ବେଲବିହରି ମହାପୁରୁଷ ପ୍ରାଙ୍ଗଣରେ ହନୁମାନ ଜୀଉଙ୍କ ତୃତୀୟ ବାର୍ଷିକ ଉତ୍ସବ ଗ୍ରାମବାସୀଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅଥିଟି ବିଜେପି ପାର୍ଥି ଶ୍ରୀଯୁକ୍ତ ରାଜକିଶୋର ବେହେରା ,ସଭାପତି ଅଶୋକ ମହାରଣା,ବରିଷ୍ଟ ଓକିଲ ଗଗନ ଦାସ, ସେଚାସେବୀ ଶ୍ରୀଯୁକ୍ତ ସରିତ ତ୍ମହାପାତ୍ର ଏହି ଯଜ୍ଞରେ ସାମିଲ ହୋଇଥିଲେ।ସର୍ବଶେଷରେ ଭକ୍ତ ପ୍ରସାଦ ପାଇଁ ନିଜ ନିଜ ଘରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *