ତୁମ ବିନା ସତରେ ଭାରି ଏକା

ତୁମ ବିନା ସତରେ ଭାରି ଏକା

ସ୍ପନ୍ଦନ ଟା ଅଟକି ଲାଗେ ଭାରି

ଅଣନିଃଶ୍ବାସୀ

ଏ ଛାତି ତଳେ ଗୁଣୁଗୁଣୁ ଗୀତ

ଗାଇବାକୁ ତୁମେ ଆସ ନିତି।

ତୁମ ବିନା ଏ ପୃଥିବୀ ଟା ଲାଗେ

ନାହିଁ ଭଲ

ତୁମେ ଥିଲେ ପାଶେ ସବୁଦିନ ତ

ପାଖେ ଫଗୁଣ।

ଆସ ଏଇ ଅଗଣାକୁ ତୋଳିବାକୁ

ଗୋଲାପ ଟିଏ

ଅପେକ୍ଷା ରେ ଝରା ଫୁଲଟି ଆପେ

ଝରିଯାଏ।

ତୋଳି ନିଅ ଥରେ ତୁମରି ନରମ

ସ୍ପର୍ଶରେ

ହିମାଦ୍ରି ମେହର

Leave a Reply

Your email address will not be published. Required fields are marked *