୧0 ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି
ମାଧ୍ୟମୀକ ଶିକ୍ଷ୍ୟା ପରିଷଦ ଓଡିଶା ଙ୍କ ଚଳିତ ବର୍ଷ (୨୦୨୩-୨୦୨୪) ୧0 ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୋସାଣି ନୁଆଁ ଗାଁ ପୂର୍ଵ ଦୁଇ ଦସନ୍ଦି ଧରୀ ଶତ ପ୍ରତିଶତ ସଫଳତା ପାଇ ଆସୁଛି I ଚଳିତ ବର୍ଷ ମଧ୍ୟ ଏହି ଧାରା ବଜାୟ ରଖିଛି ୯୦%ରୁ ଉର୍ଦ୍ଧ ୧୪ଜଣ ୮୦%ଉର୍ଦ୍ଧ ୪୭ଜଣ ୭୦%ରୁ ଉର୍ଦ୍ଧ ୪୧ଜଣ ଓ ୬୦%ରୁ ଉର୍ଦ୍ଧ ୧୩ଜଣ ଶିଶୁ ଉର୍ତ୍ତୀର୍ଣ୍ଣ ହେବା ସହ ବିଦ୍ୟାଳୟର ଗୌରବ ଅକ୍ଷୁର୍ଣ୍ଣ ରଖିଛନ୍ତି ଶ୍ରୀମାନ, ଅଭିଷେକ ଦାସ, ସର୍ବାଧିକ ୫୭୭(୯୬.୧%)ସୁଶ୍ରୀ ନନ୍ଦିନୀ ସାହୁ ୫୬୧(୯୩.୫.) ଶ୍ରୀମାନ,ସୀତାରାମ ଗୌଡ଼ ୫୫୯(୯୨%)ଶ୍ରୀମାନ ଆଦିତ୍ୟ କୁମାର ସାହୁ,୫୫୦(୯୧.୬%)ସୁଶ୍ରୀ ଏ. ସୁନୀତା ପାତ୍ର,୫୪୮(୯୧.୩%) ଶ୍ରୀମାନ ଜୋତି ପ୍ରକାଶ ପଲାଇ ୫୪୫(୯୧%) ଶ୍ରୀମାନ ଆଦିତ୍ୟ ପ୍ରସାଦ ସାହୁ ୫୪୪(୯୦.୬%)ଶ୍ରୀମାନ ମହେଶ ବେହେରା ୫୫୪(୯୦.୬%)ଶ୍ରୀମାନ ପ୍ରୀତିରାଜ ମହାପାତ୍ର ୫୪୩(୯୦.୫%), ଶ୍ରୀମାନ, ଚନ୍ଦନ କୁମାର ସାବତ,୫୪୧(୯୦.୧%)ସୁଶ୍ରୀ ଶୁଭଶ୍ରୀ ମହାପାତ୍ର,୫୪୦(୯୦%)ଏବଂ ସୁଶ୍ରୀ ଶ୍ରୀୟାଶୀ ମହାପାତ୍ର ୫୪0(୯୦%)ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି

ସାରସ୍ୱତୀ ଶିଶୁ ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ସମ୍ପାଦକ, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାତ୍ର, ଉପ ଦେଷ୍ଟା, ଶ୍ରୀଯୁକ୍ତ, ଭାଗବାନ ଚୌଧୁରୀ ପ୍ରଧାନ ଆଚାଯ୍ୟ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ସହ ପ୍ରଧାନ ଆଚାଯ୍ୟ ଶ୍ରୀଯୁକ୍ତ ପତିତପା ବନ ଶତ ପତି, ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ଅରୁଣ କୁମାର ପାଢ଼ୀ ପରିଚାଳନା ସମିତି ଓ ସମସ୍ତ ସଦସ୍ୟ ଓ ବିଦ୍ୟାଳୟ ର ଆଚାଯ୍ୟ ଓ ଆଚାଯ୍ୟା ପ୍ରମୁଖ ଉପସ୍ଥିତ ଥିଲା |
