ସାଇପ୍ରୀୟା କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଟପ୍ପର

* ରାଉତ ନିପ୍ରଆସିକା:-୨୭/୦୫/୨୦୨୪ଯୁକ୍ତ ୨ ବିଜ୍ଞାନ ବିଭାଗରେ ବ୍ରହ୍ମପୁର ସ୍ଥିତ କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସାଇପ୍ରୀୟା ରାଉତ ୫୫୧ ନମ୍ବର ରଖିଛନ୍ତି। ସେହିପରି B ସୁଭମ ପାତ୍ର ୫୪୦, ସୁରଭି ସ୍ବାଇଁ ୫୪୦,ରାଜା ସିଂହ ୫୨୫ ନମ୍ବର ରଖିଛନ୍ତି।

ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ପାସ୍ ହୋଇଛନ୍ତି, ପାସ୍ ହାର ୧୦୦ ପ୍ରତିଶତ। କଲେଜ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଓସମସ୍ତ କର୍ମ ଚାରି ଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାସହାର ଶତପ୍ରତିଶତ। କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଆଲୋକ ରଞ୍ଜନ ସାହୁ, ଅଧ୍ୟାପକ ଶ୍ରୀ ଏସ ଏନ ନାଥ, ଅଧ୍ୟାପିକା ଡ଼ଃ ପ୍ରଣତୀ ପାତ୍ର,ଶ୍ରୀ ଚିନ୍ମୟ ପାଢ଼ୀ, ଅଜିତ୍ ସାହୁ,ସୁଜିତ ବାବୁ ସହଯୋଗ ଓ ଉତ୍ସର୍ଗ ପାଇଁ ଶତପ୍ରତିଶତ ରେଜଲ୍ଟ। ଚେୟାରମେନ ଶ୍ରୀ କାହ୍ନୁ ଚୌଧୁରୀଙ୍କ ତତ୍ବାବଧାନରେ କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଫଳତାର ଶିର୍ଶସ୍ଥାନ ରେ ପହଞ୍ଚି ପାରିଛି

Leave a Reply

Your email address will not be published. Required fields are marked *