ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୁଷ୍ଟ

କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ତରୋକର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ ମାନେ ବିଜେଡ଼ି ବିଧାୟକ ତୁଷାରକାନ୍ତି ବେହେରା ନିର୍ବାଚନ ପ୍ରଚାର କରୁଥିବା ବେଳେ ପ୍ରତିବାଦ କରିବା ସହ ଅଟକାଇଥିଲେ। ଯାହା ଫଳରେ ବିଧାୟକ ଓ କର୍ମୀ ମାନେ ହଟହଟା ହେବାକୁ ପଡ଼ିଥିଲା। ଗ୍ରାମବାସୀ ଓ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପ୍ରଚାର ବନ୍ଦ କରି ମନ୍ତ୍ରୀ ତୁଷାରକାନ୍ତି ବେହେରା ସେଠାରୁ ଛାଡ଼ି ପଳାଇଥିଲେ।

Leave a Reply

Your email address will not be published. Required fields are marked *