ବଜ୍ରାଘାତ ରେ ଜଣେ ଗୁରୁତର
– – ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ବଡଗଡ ଥାନା ନୂଆଗାଁ ଗ୍ରାମ ରେ ବଜ୍ରାଘାତ ରେ ଜଣେ ମୃତ । ମୃତକ ଜଣକ ହେଲେ ଲମ୍ବୋଧର ପାଣିଗ୍ରାହି ବାପା ଶତ୍ରୁଘ୍ନ ପାଣିଗ୍ରାହୀ ବୟସ 36 ।

ସୂଚନା ମୁତାବକ ଆଜି ଲମ୍ବୋଦର ଚାଷ କରିବାକୁ ଜମିକୁ ଯାଇଥିଲେ ମଧ୍ୟର୍ଣ୍ଣ 3 ଘଣ୍ଟ ସମୟରେ ଅତ୍ୟଧିକ ବର୍ଷା ହେବା ସହ ଘଡ଼ଘଡି ଓ ବିଜୁଳି ମାରିଥିଲା ଯେଉଁଥିରେ ଲମ୍ବୋଦର ସେଠାରେ ଅଚେତ୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଲମ୍ବୋଦର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
