ଆକ୍ସନ ମୋଡ ରେ ଭଦ୍ରକ ବିଧାୟକ
ଆଜି ଭଦ୍ରକ ପୌରପାଳିକା 5 ନମ୍ବର ୱାର୍ଡ ରେ ବର୍ଷା ଜଳନିଷ୍କାସନ ସମୟରେ ନିଜେ ଭଦ୍ରକ ବିଧାୟକ ଉକ୍ତ ସ୍ଥାନରେ ପହଂଚି କାମକୁ ତଦାରଖ କରିବା ସହିତ ଆଗାମୀ ଦିନରେ ବର୍ଷା ଦିନ ଥିବାରୁ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପ୍ରତି ଓ୍ବାର୍ଡ ରେ ଡ୍ରେନେଜ ର ବହୁ ସମସ୍ୟା ଥିବାରୁ ଭଦ୍ରକ ପୌରପାଳିକାରେ ଆନ୍ଦୋଳନ ଯୋର ଧରିଥିଲା। ଆଗାମି ଦିନ ରେ କେତେ କାର୍ଯ୍ୟକାରୀ ହେଉଛି।
