_ଆର୍ନ୍ତଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ ପାଳନ
ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅନୁଭାଗ ଭଦ୍ରକ, ୨୬.୦୬.୨୦୨୪ । ଭଦ୍ରକ ସେବନ ଓ ଅବୈଧ କାରବାର ନିରୋଧ ଦିବସ ପାଳନ କାର୍ଯ୍ୟକ୍ରମ କରିଆରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବେଆଇନ ନିଶା ସେ ଜିଲ୍ଲା ସାମାଜିକ ସୁରକ୍ଷା ଅଧ୍ବକାରୀ ପବିତ୍ର କୁମାର ଦାସଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ । କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସଚେତନତା ମହାପାତ୍ର ଯୋଗ ଦେଇଥିଲେ ପାଇଁ ବିଭିନ୍ନ ପ୍ରକାର ଅନୁରୋଧ ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମଞ୍ଚରେ ସମ୍ମାନିତ ଅତିଥିଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦର ସମ୍ପାଦିକା ମଞ୍ଜୁଲତା ସ୍ଵାଇଁ, ମୁଖ୍ୟବକ୍ତା ଭାବେ ବ୍ରହ୍ମ କୁମାର, ଅକ୍ଷୟ । ବିଭିନ୍ନ ନିଶା ଦ୍ରବ୍ୟ ସେବନର କୁପରିଣାମ ଓ ସମାଜ ପ୍ରତି ହେଉଥିବା ଧନଜୀବନ ହାନି ଓ ନିଶା ବିଷ୍ଣୁଙ୍ଖଳା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ନିଶାଦ୍ରବ୍ୟ ବର୍ଜନ କରିବା ପାଇଁ ସମସ୍ତଙ୍କୁ କରିଥିଲେ ଏବଂ ଏଥିପାଇଁ ସଚେତନତା ସୃଷ୍ଟି ନିମନ୍ତେ ସମସ୍ତଙ୍କୁ ଚେଷ୍ଟା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ସଚେତନତା ସଭାରେ ଜିଲ୍ଲା ସ୍କୁଲ, ଭଦ୍ରକ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ, ଭଦ୍ରକର ଭାଇଭଉଣୀ, କିନ୍ନର ଗୋଷ୍ଠୀ ସୌମ୍ୟା ଦାସ ଓ ସାଥୀ, ହେଲେନ୍ କିଲର ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀ, ରାମନବମୀ ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ନୁହାସର କର୍ମକର୍ଭା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା, ବ୍ଲକ, ପୌରପାଳିକାସ୍ତରୀ ଅଧୁକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ଗ୍ରାମ୍ୟସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ନିଶା ଦ୍ରବ୍ୟର ମୂଳୋତ୍ପାଟନ ନିମିତ୍ତ ସମସ୍ତଙ୍କ ମଧ୍ୟରେ ସଚେତନତା ନେଇ ଶପଥ ପାଠ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ସକାଳେ ବ୍ୟାନର ଓ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ଏକ ସଚେତନତା ପଦଯାତ୍ରା ଜିଲ୍ଲାକାର୍ଯ୍ୟାଳୟରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସଂସ୍କୃତି ଭବନରେ ପହଞ୍ଚିଥିଲେ ।
