ଜିଲ୍ଲାପାଳ ଙ୍କ ସମ୍ମୁଖରେ ଅନଶନ ।

ଶିକ୍ଷକ ମାନଙ୍କୁ ନିଯୁକ୍ତି ପାଇଁ ଭଦ୍ରକ ବ୍ଲକ ବାସୁଦେବପୁର ବ୍ଲକ ର ଶିକ୍ଷକ ଆଜି ଭଦ୍ରକ ଜିଲ୍ଲାପାଳ ଙ୍କ ଅଫିସ ପ୍ରାଙ୍ଗଣ ରେ ଅନଶନ ଆରମ୍ଭ କରିଛନ୍ତି। ସୂଚନାରୁ ଜଣାପଡିଛି। ମାନ୍ୟବର ଉଚ୍ଚନ୍ୟାୟାଳୟର ଆଦେଶ କୁ ପାଳନ କରିବାରେ ବିଳମ୍ବ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାଯ୍ୟାଳୟ ରେ ଗତ ୨୫ ତାରିଖ ରେ ହୋଇଥିବା ସାଟିର୍ଫିକେଟ ଯାଞ୍ଚ ରେ ଆମ୍ଭ ମାନଙ୍କୁ ସାମିଲ ନ କରିବା। ୨୫ ତାରିଖ ରେ ହୋଇଥିବା ସାଟିର୍ଫିକେଟ ଯାଞ୍ଚ ର ସମସ୍ତ ତଥ୍ୟ କୁ ସାର୍ବଜନୀନ କରାଯାଉ। +2 କାଉନସିଲରେ ମିଳିଥିବା ସାଟିର୍ଫିକେଟ କୁ ନକଲି ବୋଲି DPC ଙ୍କ ଅଭିଯୋଗ। ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଆଦେଶ କୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ । ଏହି ପରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଧମକ ଦେଇ।ଛନ୍ତି

Leave a Reply

Your email address will not be published. Required fields are marked *