ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ପ୍ରତିଷ୍ଠାନର ପଲ୍ଲିଶ୍ରୀ ମେଳାରେ ଆଲୋଚନା ଚକ୍ର
ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ପ୍ରତିଷ୍ଠାନର ପଲ୍ଲିଶ୍ରୀ ମେଳାରେ ଆଲୋଚନା ଚକ୍ର କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ତରଫରୁ ORMAS ଓ ଜିଲ୍ଲା ପ୍ରଶାସନ ସୌଜନ୍ୟରେ ଜଗନ୍ନାଥତତ୍ତ୍ୱ ଆଲୋଚନା ଚକ୍ର ଓ କଟକର ଜୟଜଗନ୍ନାଥ ସଂଗୀତ group ତରଫରୁ ଭଜନ ପରିବେଷଣ କରାଯାଇଥିଲା l

ଡ଼. ବଳରାମ ଦାଶ, ବିନୋଦ କୁମାର ପଣ୍ଡା, ପ୍ରତିଭା ତ୍ରିପାଠୀ ମନୋଜ କୁମାର ରଥ, ଭଗବାନ ମହାସୁଆର ଓ ଦଣ୍ଡପାଣି ମହାପାତ୍ର ଓ ଅନେକ କଣ୍ଠ ଶିଳ୍ପୀ ଙ୍କୁ ସମ୍ମାନିତ କରାଯାଇଥିଲା l ସମ୍ପାଦକ ଦୟାନିଧି ପଣ୍ଡା ଦଣ୍ଡପାଣି ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପିଲାମାନେ ନୃତ୍ୟ ପରି ବେଷଣ କରିଥିଲେ l ସମସ୍ତଙ୍କୁ ଚେର୍ଟିଫିକେଟ ପ୍ରଦାନ କରାଯାଇଥିଲା l
