ବେଳାଭୁମି ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର

, – କୋଣାର୍କ ଯାତ୍ରୀ ନିବାସ ପରିସରରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବମୀ ସାନ୍ଧ୍ୟ ଦର୍ଶନ ଅବସରରେ ଅସ୍ତରଙ୍ଗ ବେଳାଭୁମି ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ ସାହିତ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସାହିତ୍ୟିକ ମାନେ ଶ୍ରୀଜଗନ୍ନାଥ ସାହିତ୍ୟ ଉପରେ ଆଲୋକପାତ କରିବା ସହିତ କବି ଓ କବୟିତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସାହିତ୍ୟ ଓ ସମାଜସେବା କାର୍ଯ୍ୟରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *