ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ
ଭଦ୍ରକ ଜିଲ୍ଲା ଧାମନଗର ତହସିଲଙ୍କ ପକ୍ଷରୁ ଧାମନଗର ମୁଖ୍ୟ ବଜାର ଠାରେ ଜାହାଙ୍ଗୀର ରୋଡ଼ ରେ ସରକାରୀ ଜବରଦଖଲ ଉଛେଦ ଆରମ୍ଭ ହୋଇଛି । JCB ସାହାଯ୍ୟରେ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା. ସେକ ଅବଦୁଲ ପ୍ଲଟ ୩୩୩ ସରକାରୀ ଜମିକୁ ୯O ବର୍ଷରୁ ଉର୍ଦ୍ଧଧରି କବଜା କରି ରଖିଥିଲେ ଧାମନଗର ଥାନା ଅଧିକାରୀ ଓ ଧାମନଗର SDPO ଉପସ୍ଥିତ ସହ ପୋଲିସ ମୁତୟନ ହୋଇଥିବା ବେଳେ ଧାମନଗର NAC ଅଧିକାରୀ ସହ ଧାମନଗର ତହସିଲଦାର ଦିପକ ଦାସ ଙ୍କ ଉପସ୍ଥିତି ରେ ଏଇଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି, ଉଛେଦ ପୂର୍ବରୁ ଆଉ ଥରେ ମାପ ଚୁପ୍ ଆରମ୍ଭ କରାଯାଇଥିଲା ।ତହସିଲ ପକ୍ଷରୁ ଉଛେଦ ପାଇଁ ଗତ କାଲି ମଧ୍ୟ ଡ଼ାକ ବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଥିଲା ,
