ତ୍ରିରଙ୍ଗା ଶୋଭାଯାତ୍ରା”
ଆଜି ଭଦ୍ରକ କୁଆଁସ ସ୍ଥିତ ବିଧାୟକ ଙ୍କ କାର୍ଯ୍ୟାଳୟ ରୁ ଏକ ବିଶାଳ ତ୍ରିରଙ୍ଗା ଶୋଭଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାପ୍ତ ହୋଇଥିଲା। ତେବେ ଏହି ତ୍ରିରଙ୍ଗା ଯାତ୍ରା ରେ ଭଦ୍ରକ ବିଧାୟକ ଙ୍କ ସମେତ ଶତାଧିକ ବିଜେପି କର୍ମୀ ମହିଳା ଯୁବକ ଯୋଗ ଦେଇ ଭାରତ ମାତାକି ଜୟ ଗାନ କରିଥିଲେ । ତେବେ ସମଗ୍ର ଭଦ୍ରକ ଆଜି ତ୍ରିରଙ୍ଗା ମୟ ହୋଇଥିବା ବେଳେ ଭାରତ ମାତାକି ଜୟ ଗାନ ରେ ପ୍ରକମ୍ପିତ ହୋଇଉଠୀଥିଲା।
