ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସସ୍ଵାଧୀନତା ଦିବସ ପାଳିତ
।ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସ୍ଵାଧୀନତା ଦିବସ ସଙ୍ଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍ଵାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଏବଂ ସମାଜ ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନ ରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l

ଏଥିରେ ସଂଘର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର, ସୌମ୍ୟରଞ୍ଜନ ନାୟକ, ପ୍ରହଲ୍ଲାଦ ମୁଦୁଲି, ପଦ୍ମନାଭ ଦାସ, ସୁମନ୍ତ ଜେନା ପର୍ଶୁରାମ ପାତ୍ର, ଦିଲ୍ଲୀପ କୁମାର ନାୟକ, ଦୈତାରୀ ବେହେରା, ସୁମିତ୍ରା ମିଶ୍ର,ଲଷ୍ମୀଧର ନାୟକ, ନିହାର ରଞ୍ଜନ ରାଉତ, ଦୟାନିଧି ସାହୁ, ଅନିଲ କୁମାର ନାୟକ, ଚିତ୍ତ ରଞ୍ଜନ ଦିୱେଦି,ତରଣୀ ସେନ ବାରିକ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ
