ଭାଟ ସାହି ପଂଚାୟତ ବିଜେପି ମୋର୍ଚ୍ଚା ସଭାପତି ବିଜେଡିରେ ଯୋଗଦେଲେ

[9/28, 5:04 PM] +91 88478 59488: ଭାଟ ସାହି ପଂଚାୟତ ବିଜେପି ମୋର୍ଚ୍ଚା ସଭାପତି ବିଜେଡିରେ ଯୋଗଦେଲେ
[9/28, 5:04 PM] +91 88478 59488:


ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ନୟାଗଡ଼ ଜିଲ୍ଲାର ଭାଟସାହି ଗ୍ରାମ ପଞ୍ଚାୟତର ବିଜେପି ମୂର୍ଚ୍ଛା ସଭାପତି ପ୍ରଭାତ କୁମାର ମହାପାତ୍ର ବିଜୁ ଯୁବ ଜନତା ଦଳରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଯୋଗଦାନ କଲେ।ଯୋଗଦାନ ସମୟରେ ନୟାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଭାଟ ସାହି ସରପଞ୍ଚ କିଶୋର ସାହୁ, ପୂର୍ବତନ ନୟାଗଡ ଅଧକ୍ଷ ଜୟଶ୍ରୀ ଦାସ, ବିଜୟ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼।

Leave a Reply

Your email address will not be published. Required fields are marked *