78 ତମ ସ୍ବାଧିନତା ଦିବସ ପାଳିତ
78 ତମ ସ୍ବାଧିନତା ଦିବସ ପାଳିତ | ଖୋର୍ଦ୍ଦା ନ୍ୟୁ ଇଣ୍ଡିଆ ଏନ୍ସୁରାସ ତରଫରୁ ଅଫିସ ପ୍ରା ଙ୍ଗ ନରେ। 78ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି ସିନିୟର୍ ବିଯିନେସ ମ୍ୟାନେଜର ନିରାକାର ପଟେଲ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ସମସ୍ତ କର୍ମକର୍ତ୍ତା ଓ ଏଜେଣ୍ଟ ବାନ୍ଦୁ ମନେ ଉପସ୍ଥିତ ଥିଲେ ବନ୍ଧୁ ଙ୍କ ମଧ୍ୟରେ ଉମାକାନ୍ତ ସାହୁ ପ୍ରଦୋଷ କୁମାର ପଟ୍ଟନାୟକ ଲଲାଟ କେଶରି ପାତ୍ର ସୁଜିତ୍ ସାମନ୍ତରାୟ ଗୋପାଳ ବେହେରା ମାୟାଧର ସ୍ୱାଇଁ ପ୍ରକାଶ ଅଭିଜ୍ଞ। ଉପସ୍ଥିତ ଥିଲେ
