ସରକାରି ସହାୟତା ଅପେକ୍ଷାରେ ୪ ବର୍ଷର ବାଳକ

=କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାଳକ ଓ ବଳିକା ମାନଙ୍କ ପାଇଁ ଭତ୍ତାର ପ୍ରଣୟନ କରୁଛନ୍ତି। ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏହି ଯୋଜନା ମଧ୍ୟ ବାଟବଣା ହୋଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଆଜି ବି ସମ୍ପୁର୍ଣ୍ଣ ଦୁଇଟି ଆଖି ଖରାପ୍ ଥିବା ବାଳକ ଏହି ଯୋଜନାରୁ ବଞ୍ଚିତ ରହିଥିବା ଭଲି ଅଭିଯୋଗ ଆସିଛି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ୀ ପଞ୍ଚାୟତ ଅନ୍ତର୍ଗତ ଛତିଶଗଡ଼ ସିମାନ୍ତ ତୁରୁଡ଼ୀଆମାପାରା ଗ୍ରାମର ଳକ୍ଷମା ଖଣ୍ଡ ଙ୍କ ପୂଅ କବିରାଜ ଖଣ୍ଡ ୪ ବର୍ଷ ତାରୋ ଦୁଇଟି ଆଖି ଖରାପ ହେବାରୁ ତାଙ୍କ ବାପା ଳକ୍ଷମା ଖଣ୍ଡ ଚିକିତ୍ସା କରିବାପାଇଁ ଅନେକ ଡାକ୍ତରଖାନା ବୁଳିଲେ । କିଛି ବି ସୁଫଳ ମିଳିନାହିଁ କବିରାଜ ଖଣ୍ଡ ଙ୍କର ବାପା କୁଲିମଜୁରୀ କରିଆଣୁଛି ତାହା ପରିବାର ପସଣ ଆଉ ଚିକିତ୍ସାରେ ଖରଚା ହେଉଛନ୍ତି। ଆର୍ଥିକ ଅବସ୍ତା ଭଲନାହିଁ ତେଣୁ ପ୍ରସାଶନ ତାର ସଠିକ ତଦନ୍ତ କରି ୪ ବର୍ଷ ବାଳକ କବିରାଜ ଖଣ୍ଡ ଙ୍କୁ ଭତ୍ତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।

ରାଇଘର ରୁ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର

Leave a Reply

Your email address will not be published. Required fields are marked *