ଜିଲ୍ଲା ସ୍ତରୀୟ ବିଜେପିର ସଦସ୍ୟତା ଅଭିଯାନ

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ମଶାଳା ସ୍ଥାନୀୟ ଆଦିକବି ସଂସ୍କୃତି ଭବନ ଠାରେଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦ୍ବୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଧାୟକ ଅମରେନ୍ଦ୍ର ଦାସ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଦଳର ସଦସ୍ୟତା ବୃଦ୍ଧି ସହିତ ସାଙ୍ଗଠନିକ କ୍ଷେତ୍ରରେ ଦଳ କିପରି ଆଗକୁ ଯିବ ସେ ବାବଦରେ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତି ୬ ବର୍ଷରେ ଦଳ ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ୱାରା ଦଳ ଆହୁରି ସୃଦୃଢ଼ ଓ ସଂଗଠିତ ହେବା ସହିତ ଏକ ବିକଶିତ ଭାରତ ବର୍ଷ ଗଠନରେ ସହାୟକ ହେବ ବୋଲି ଦଳୀୟ ନେତୃବୃନ୍ଦ କହିଛନ୍ତି ।ବାଇଟ୧-ସମ୍ପଦ ସ୍ବାଇଁ(ମନ୍ତ୍ରୀ)ବାଇଟ 2- ବିଭୁ ପ୍ରସାଦ ତରାଇ (ସାଂସଦ)ବାଇଟ3-ସମୀର ମହାନ୍ତି (ପୂର୍ବତନ ରାଜ୍ୟ ବିଜେପି ସଭାପତି)ବାଇଟ4-ଅମରେନ୍ଦ୍ର ଦାସ (ବିଧାୟକ, ଜଗତସିଂହପୁର)

Leave a Reply

Your email address will not be published. Required fields are marked *