ନନ୍ଦ ଉତ୍ସବ

ନନ୍ଦ ଉତ୍ସବ ଜନ୍ମିଥିଲେ ପ୍ରଭୁ ଦେବକୀ ଗର୍ଭରୁ ଗଲେ ନନ୍ଦଙ୍କ ନିବାସପାଳିଲେ ପୁତ୍ର କୁ ହରସ ମନରେ ପାଇଁ ବିଭୁଙ୍କ ଆଶିଷ।ମହାରାଜା ନନ୍ଦ ଉତ୍ସବ ମୁଖର କଲେ ମହା ଆୟୋଜନ ଗୋପପୁର ବାସୀ ଆନନ୍ଦ ପାଇଲେଖାଇ ସ୍ବାଦିଷ୍ଟ ଭୋଜନ।ଭାଦ୍ରବ ମାସ ର କୃଷ୍ଣ ପକ୍ଷ ତିଥିରେ ଅଷ୍ଟମୀ ଜାଣକୃଷ୍ଣ ଜନ୍ମହେଲେ ରାତିରେ ସେଦିନ ଜନ୍ମାଷ୍ଟମୀ ବ୍ରତ ପୁଣ।ତାର ପରଦିନ ନବମୀ ତିଥି ଯେନନ୍ଦ ରାଜାଙ୍କ ଦୁଆରେ ସମସ୍ତେ ପାଳିଲେ ମହୋତ୍ସବ ହୋଇ ଅତି ଆନନ୍ଦ ମୂଖର।ହରିହର ସାହୁ,ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *