ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ଆଜି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର .

ମିଶନ ଶକ୍ତିର ହୃତ‌ପିଣ୍ଡ ଭଳି କାର୍ଯ୍ୟ କରୁଥିବା ମିଶନ ଶକ୍ତି ଜୀବିକା ମିଶନର ଇ.ସି. ମାନଙ୍କୁ ପ୍ରତି ବର୍ଷରେ ରିଷ୍ଟ୍ରକଚରିଂ ପ୍ରତ୍ୟାହାର କର ଓ ଭତ୍ତା ବୃଦ୍ଧି ସମ୍ପର୍କୀୟ ଦାବିପତ୍ର । (ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ) ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ପକ୍ଷରୁ ଜଣା ଉଅଛିକି, ମହିଳା ସଶକ୍ତିକରଣର ହୃତପିଣ୍ଡ ସଦୃଶ୍ୟ ଇ.ସି. ମାନେ କାର୍ଯ୍ୟ କରିଥାଆନ୍ତି । ଗ୍ରାମ ପଞ୍ଚାୟତଠାରୁ ଜିଲ୍ଲା ପର୍ଯ୍ୟନ୍ତ ଘସି ସଚଳାମାନେ ମନ୍ଦି ସ୍ୱୟଂ ସହାୟକ ଗୋଷ୍ଠୀକୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ୍ ଓ ପ୍ରୋସାହିତ କରିବା, ଏହି ଇ.ସି. ସଭାପତି ଓ ସମ୍ପାଦକଙ୍କ ସ୍ୱାକ୍ଷରରେ ରଣ ଗ୍ରହଣ ଓ ରଣ ପ୍ରଦାନ କାର୍ଯ୍ୟ କରାଯାଇଥାଏ । ପରେ କି.ପି. ଓ ଏମ୍.ବି.କେ. ମାନଙ୍କ କାର୍ଯ୍ୟ ତଦାରଖ ମଧ୍ୟ କରିଥାଆନ୍ତି । ଏହି କାର୍ଯ୍ୟଦକ୍ଷତା ଗୋଟିଏ ବା ଦୁଇଦିନରେ ହୁଏନାହିଁ । ଅବଶ୍ୟ ଓଡ଼ିଶାରେ ମନୋନାଡ ହେବାଠାରୁ ଏହାକାର୍ଯ୍ୟରେ ନିକଟର ନାମରେ କେହି ବହିଷ୍କୃତ ହୋଇନାହାନ୍ତି ।

ରାଜ୍ୟରେ କାର୍ଯ୍ୟରତ ଏହି ମହିଳାମାନଙ୍କ ଦାବି ପୂରଣ କରି ରାଜ୍ୟରେ ଜୀବିକା ମିଶନକୁ ଆହୁରି ଶକ୍ତି ଶାଳୀ କରିବେ ବୋଲି ଚିନମ୍ର ନିବେଦନ କରୁଅଛୁ । ଏହି ଦାବି ପୂରଣ କରି ଓଡ଼ିଶାର ଲକ୍ଷ ଲକ୍ଷ ମିଶନଶକ୍ତି ମହିଳା ହିତାଧୁକାରୀଙ୍କ ସାମାଜିକ, ଆର୍ଥିକ ଅଭିବୃଦ୍ଧିକୁ ସ୍ୱାବଲମା କରିବା ପାଇଁ ୪ଦଫା ଦାଟି ପୂରଣ କରାଯାଇ ।ଏହାର ନକଲ ବିଭାଗୀୟ ମନ୍ତ୍ରୀ ଓ ମିଶନ ଶକ୍ତି ସଚିବଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା ।

Leave a Reply

Your email address will not be published. Required fields are marked *