ଆଇନୀଜୀବୀ ଭାଗବତ ମିଶ୍ର ଙ୍କ ଜୟନ୍ତୀ ପାଳିତ

ବିଶିଷ୍ଟ ଆଇନୀଜୀବୀ ଭାଗବତ ମିଶ୍ର ଙ୍କ 120 ତମ ଜୟନ୍ତୀ ପାଳିତ ହୋଇଯାଇଛି ଏହି ଅବସରରେ ଆନନ୍ଦ ପୁର୍ ଓକିଲ ସଂଘର ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଓକିଲ ସଂଘର ପୂର୍ବତନ ସଭାପତି ଦୟାନିଧି ଦାଶ ସଂଯୋଜନା କରିଥିଲେ ଉପସ୍ଥିତ ଆଇନୀଜୀବୀ  ଓ ବିଶିଷ୍ଟା ବ୍ଯକ୍ତି ମାନେ ଆଇନୀଜୀବୀ ଭାଗବତ ମିଶ୍ର ଙ୍କ ଫଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ମୃତି ଚାରଣ କରିଥିଲେ ସେ ପ୍ରଥମେ କଟକ ଓ ପରେ ଭଦ୍ରକ ଓ ଆନନ୍ଦପୁର ଓକିଲାତି କରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ  ଏହି କାର୍ଯ୍ୟକ୍ରମରେ ଆଇନୀଜୀବୀ ରାମଚନ୍ଦ୍ର ପାତ୍ର ଭାଗୀରଥୀ ଦାଶ ଅଶୋକ ରାଉଳ ସାମ୍ବାଦିକ ମଦନ ପାଣି ପ୍ରିୟ କୁମାର ଓ ନାତି ଗୋପ ରଞ୍ଜନ ପାଣି ଏବଂ ମଣ୍ଟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ 

Leave a Reply

Your email address will not be published. Required fields are marked *