ରାତ୍ରୀ ରେ ସମସ୍ତେ ଶୋଇ ଥିବା ବେଳେ ଭିଣେଇ ଙ୍କ ଭୂଜାଲି ଆକ୍ରମଣ ରେ ୫ ଜଣ ଗୁରୁତର
ଭଦ୍ରକ/ ଧାମନଗର ଶ୍ୱଶୁର ଘରେ ପଶି ବିଳମ୍ବିତ ରାତ୍ରରେ ପାଞ୍ଚ ଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ନିଜ ଶାଶୁଙ୍କ ହାତକୁ ଦୁଇଗତ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବ କେବେ ? ଘଟଣା ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିଲେ ମଧ୍ୟ ପୋଲିସ ତିନି ଦିନ ପରେ ୧୬ ତାରିଖରେ ଥାନା କେସ ନଂ ୫୬୪/୨୦୨୪ ନୂତନ ଅପରାଧିକ ଆଇନପୋଲିସ-ଅପରାଧୀ ମଧୁଚନ୍ଦ୍ରିକା ଅନ୍ୟ ସମ୍ପର୍କୀୟଙ୍କୁ ହତ୍ୟା ଧମକ ଦେଉଛି ଆରୋଧି ବେଳେ ଶାଶୁଙ୍କ ବାମ ହାତକୁ । ଘଟଣାର ୪ ଦିନ ପରେ ବି ପୋଲିସ ହାତ ଖାଲିପାଟଣା ଗ୍ରାମରେ । ଭଦ୍ରକ ରାନ୍ଦିଆ ଅଞ୍ଚଳର ସର୍ଗତ ବାଇଧର ରାଉଳଙ୍କ ପୁଅ ଗୌରାଙ୍ଗ ରାଉଳ ତାଙ୍କ ସ୍ତ୍ରୀ ଘରୁ ପଳାଇବା ଘଟଣାରେ ଶ୍ୱଶୁର ଘର ଲୋକଙ୍କ ସଂପୃତ୍ତିକୁ ନେଇ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣାଯାଇଛି। ଅଭିଯୁକ୍ତ ଗୌରାଙ୍ଗ ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଶୁଶୁର ଘରେ ପଶି ଶୁଶୁର ଜାଗେଶ୍ବର ବେହେରାଙ୍କ ହାତ, ପେଟ, ଜଂଘ ଓ ମୁଣ୍ଡକୁ ଏକ ଖଣ୍ଡାରେ ଆକ୍ରମଣ କରିଥିବା ଦିଗଡ଼ କରିଥିଲା । ଏଥ୍ ସହିତ ଶଳା ଭାଉଜ ଅନସୂୟା ବେହେରା ଓ ତାଙ୍କ ପୁଅ ଝିଅ ଦୁଇ ଜଣଙ୍କ ମୁଣ୍ଡ, ହାତ, ପିଠି ଓ ଗୋଡ଼କୁ ଖଣ୍ଡାରେ ଅମାନୁଷିକ ଭାବେ ଆକ୍ରମଣ କରି କ୍ଷତାକ୍ତ କରିଥିଲା । ନୃଶଂସ ଗୌରାଙ୍ଗ ଆକ୍ର- ମଣର ଶିକାର ପାଞ୍ଚଳଣ କ୍ଷତାନ୍ତଙ୍କୁ ପୋଲିସ ସହାୟତାରେ ଗ୍ରା- ମବାସୀ ମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଅଭିଯୁକ୍ତ ଗୌରାଙ୍ଗଙ୍କ ଶଳା ପ୍ରଦୀପ ବେହେରାଙ୍କ ଲିତ ଅଭିଯୋଗର ତିନି ଦିନ ପରେ ଭଦ୍ରକ ଗ୍ରାମାଂଚଳ ଥାନାର ଭାରପ୍ରାପ୍ତ ଅଧିକାରୀ କେବଳ କେସ ଟିଏ କରି ଚୁପ ବସିବା ଘଟଣାକୁ ଅଧିକ ରହସ୍ୟାବୃତ କରିଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀକୁ ପୋଲିସ ଗିରଫ ନକରିବାରୁ ଗ୍ରା- ମବାସୀ ମାନେ ଭଦ୍ରକ ଏସପିଙ୍କୁ ଭେଟି ନୃଶଂସ ଆକ୍ର- ମଣକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି । ଏସପିଙ୍କ ନିର୍ଦ୍ଦେଶ ପରେ ୧୮ ତାରିଖରେ ଏକ ସାଇଫିକ ଟିମ ରକ୍ତ କୁଡୁବୁଡୁ ଥାଇ ଦୁର୍ଗନ୍ଧ ହେଇଥିବ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏଭଳି ଜଘନ୍ୟ ଘଟଣାରେ ପୋଲିସର ନିରବତା ପାଇଁ ଆରୋପି ଖସିଗଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିବା ବେଳେ ଖୋଦ ଆଇଆଇସିଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହା ଚାପରେ ଚେପା ହୋଇଛି ପୋଲିସ।ତେବେ ଜନତାଙ୍କ ସୁରକ୍ଷାକାରୀ ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ ଫେରାର ଅଭିଯୁକ୍ତକୁ ଗିରଫ କରି ଜନତାଙ୍କ ବିଶ୍ଵାସ ଭାଜନ ହେଉ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ଭାରତୀୟ ନ୍ୟାୟ ସଂହିତା (ବିଏନଏସ)) ଧାରା ୧୦୯ ରେ ଏକ ମାମଲା ରୁଜୁ କରି ଚୁପ ବସିଥିବା ଜଣାଯାଇଛି। ଏପଟେ ଆକ୍ରମଣର ଶିକାର ହୋଇଥିବା ଲୋକମାନେ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ସହିତ ଲଢେଇ କରୁଥିବା ବେଳେ ଅନ୍ୟ ସମ୍ପର୍କୀୟଙ୍କୁ ଫୋନରେ ହତ୍ୟା ଧମକ ଦେଉଛି ଅରୋପି। ଘଟଣାଟି ଘଟିଛି ବନ୍ତ ବ୍ଳକ ତୋଡ଼ଙ୍ଗା ଗ୍ରାମ ପଞ୍ଚାୟତ ବରପଦି
