ଗାନ୍ଧୀଜୟନ୍ତୀଅବସରରେ ଗାନ୍ଧୀ ନଗର ଛକରେ ସ୍ୱଚ୍ଛତା ହିଁ ସେବା ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗାନ୍ଧୀଜୟନ୍ତୀଅବସରରେ ଗାନ୍ଧୀ ନଗର ଛକରେ ସ୍ୱଚ୍ଛତା ହିଁ ସେବା ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ବ୍ରହ୍ମପୁର:-୦୨/୧୦ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାନ୍ଧୀନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି “ସ୍ୱଚ୍ଛ ଭାରତ ଅଭିଯାନ” ଦଳର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି.ଶ୍ରୀନିଭାସନ୍ ପ୍ରମୁଖଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚାର ବହୁ ପଦାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହ “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ ଏବଂ ଦଳର “ସଦସ୍ୟତା ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ପୂର୍ବତନ ରାଜ୍ୟ ଉପସଭାପତି କୁଞ୍ଜବିହାରୀ ପାଣିଗ୍ରାହୀ,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା ସୁରେଶ ପାଢ଼ୀ,ଶସୀ ପଟ୍ଟନାୟକ,କାମନା ପାଢ଼ୀ,ଗୋୖରୀ ଶଙ୍କର ସାମନ୍ତରା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାମ କୁମାର ପାତ୍ର, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଏଲ୍ ମହୋନ ଦାସ,ରାଜେଶ ସାହୁ,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଭାବଗ୍ରାହୀ ପାଳ,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,ଅଭିମନ୍ୟୁ ସାହୁ,ଡ଼ା.ଅମୁଲ୍ୟ ଚୌଧୁରୀ,ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ନିବେଦିତା ପାଢ଼ୀ,ବିରେନ୍ ପଟ୍ଟନାୟକ,କୁଞ୍ଜବିହାରୀ ପଣ୍ଡା,ଏସ୍.ଶ୍ରୀନିବାସ,ପ୍ରବୀର ପାତ୍ର,ରଜତ ପଣ୍ଡିତ,ପଦ୍ମ ଚରଣ ନାୟକ,ବିପିନ୍ ଦାସ,ପ୍ରଫୁଲ୍ଲ ସାହୁ,ଧନୁ ପାଣିଗ୍ରାହୀ,ପ୍ରଦୀପ ମିଶ୍ର,ଜି.ରାଜେନ୍ଦ୍ର ପ୍ରସାଦ,ସାଗର ମୁଖୀ,ସନ୍ତୋଷ ପାଣିଗ୍ରାହୀ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ସମ୍ପାଦକ କମଲ୍ ପାତ୍ର,ବାଙ୍କାନିଧି ସେଠୀ,ଏ.ବାବୁଲା ପାତ୍ର,ରବି ନାରାୟଣ ସାବତ,ପ୍ରଦୀପ ପୃଷ୍ଟି,ଡ଼ି.ଶ୍ରୀନିବାସ ସୁବୁଦ୍ଧି,ଆନନ୍ଦ ମହାଙ୍କୁଡ଼,ଅମର ସାହୁ,ଶକ୍ତି ପଟ୍ଟନାୟକ,ମନୋଜ ମହାରଣା,କୃଷ୍ଣ ପଲେଇ,ଚିନ୍ମୟ ପଟ୍ଟନାୟକ,ସୁନିଲ ମହାରଣା,ରବିନ୍ଦ୍ର ସାହୁ,ବର୍ଷା ବିଦ୍ୟୁସ୍ମିତା,ମଧୁସ୍ମିତା ଠାକୁର ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି

Leave a Reply

Your email address will not be published. Required fields are marked *