ବିଜେଡି ର ଜନ ସଚେତନତା ପଦଯାତ୍ରା

ମହିଳାଙ୍କ ଅସ୍ୱାଭାବିକ ସମର୍ଥନ l ଆଜିର ବ୍ରହ୍ମପୁର ରେ ବିଜୁ ଜନତା ଦଳର ହୋଇଥିବା ଜନ ସମ୍ପର୍କ ପଦ ଯାତ୍ରା , ଗାନ୍ଧୀ ନଗର, ମହାର୍ତ୍ମା ଗାନ୍ଧୀଙ୍କ ପ୍ରର୍ତି ମୂର୍ତ୍ତି ଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ପାର୍କ ଛକରେ ଶେଷ ହୋଇ ବିରାଟ ସାଧାରଣ ସଭା, ମହିଳାଙ୍କ ଅସ୍ୱାଭାବିକ ସମର୍ଥନ ର ଭିଡ଼ । ଜନସମ୍ପର୍କ ପଦଯାତ୍ରା ରେ ବିଜେଡ଼ିର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ସମନ୍ୱୟ କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ମିଶ୍ର ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲାର ବିଜେଡ଼ି ଦଳର ପଦାଧିକାରୀ ,କର୍ମୀମାନେ ଙ୍କ ସହ ବହୁ ମହିଳା ଯୋଗଦେଇ ଥିଲେ । ବ୍ରହ୍ମପୁର ମହାନଗର ନିଗମର ମେୟର ଙ୍କ ସହ ବିଜେଡ଼ି କର୍ପୋରେଟର ମାନଙ୍କ ସହ କର୍ମୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *