ବାଲୁଗାଁ ହାଇସ୍କୁଲ 1994 ମସିହା ମାଟ୍ରିକ ପାସ ବନ୍ଧୁ ମିଳନ

ଆଜି ବରକୁଳ ପାନ୍ଥନିବାସ ଠାରେ 1994 ମସିହା ଦଶମ ଶ୍ରେଣୀ ପାସ କରିଥିବା ବାଲୁଗାଁ ହାଇସ୍କୁଲ ଛାତ୍ର ଛାତ୍ରୀ ମାନେ ନିଜ ନିଜ ସପରିବାର ସହିତ ବନ୍ଧୁ ମିଳନ କାର୍ଯ୍ୟ କ୍ରମ କରି ଥିଲେ l ଏଥିରେ ବହୁ ଦୁର ଦୁରା ନ୍ତରୁ ସାଙ୍ଗ ମାନେ ଆସି ଯୋଗ ଦେଇଥିଲେ l ପ୍ରଥମେ ଜଗନ୍ନାଥ ଙ୍କ ଫଟ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ୱଳନ କରାଯାଇଥିଲା l କୋଭିଡି ମହାମାରୀ ସମୟରେ କିଛି ସାଙ୍ଗ ମୃତୁ ବରଣ କରି ଥିଲେ l ସେମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ଶୋକ ସଭା କରାଯାଇ ଥିଲା ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ପ୍ରତେକ ସାଙ୍ଗ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ନିଜ ନିଜ ବୃତ୍ତି ଓ ଅନୁଭୂତି ବିଷୟରେ ବଖାଣି ଥିଲେ l କବିତା,ନାଚ ଗୀତ ରେ କମ୍ପି ଉଠୁଥିଲା ବରକୁଳ ପନ୍ଥା ନିବାସ କନଫରେନ୍ସ ହଲ l ସ୍ମୃତି ଉଦେଶରେ ପ୍ରତେକ ଛାତ୍ର ଛାତ୍ରୀ ମାନଙ୍କୁ ଫଳକ ସହିତ ଟି ଶାଟ ପ୍ରଦାନ କରାଯାଇ ଥିଲା l ପରି ଶେଷରେ ଷ୍ଟାଟର ସାଙ୍ଗକୁ ଖାଇବା ବ୍ୟବସ୍ଥା କରାଯାଇଥିଲା l ସାଙ୍ଗ ସାଥି ମାନଙ୍କ ମାଧ୍ୟ୍ୟରେ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ବଜାଇ ରଖିବା ପାଇଁ ପ୍ରତେକ ବର୍ଷ ଏହି ବନ୍ଧୁମିଳନ ହେଉ ବୋଲି ସାଙ୍ଗ ମାନେ ଦାବି କରୁଥିଲେ l ଖୋର୍ଦ୍ଧା ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର liveByt-1 ପଦ୍ମିନୀ ପଟଯୋଶୀ Byt-2ମଧୁସ୍ମିତା ପଣ୍ଡା Byt-3ପ୍ରକାଶ ନାୟକBye-4ଆକାଂକ୍ଷା ସୁନ୍ଦରାୟ

Leave a Reply

Your email address will not be published. Required fields are marked *