ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରେ ବୁଢ଼ୀ ଠାକୁରାଣୀ ଯାତ୍ରା
ଏହି ଯାତ୍ରା ପ୍ରାୟ 7ଦିନ ହୁଏ । କୁମାର ପୂର୍ଣ୍ଣିମା ପଯ୍ୟନ୍ତ ହୁଏ । ବିଭିନ୍ନ ଦେଵ ଦେବୀଙ୍କ ସହଣିକରେ ଭେସ ଓ ମେଢ ର ଅତି ମନଲୋଭା ଦୃସ୍ୟ ଲୋକଙ୍କ ଭିଡରେ ସହର ସୁନ୍ଦର ଦିଶେ । ମା ବୁଢ଼ୀ ଠାକୁରାଣୀଙ୍କ ପୂଜାରେ ଭକ୍ତଙ୍କ ଗହଣରେ ଫୁଲ ଖସିବା ,ଦେଖିବା ପାଇଁ ଭକ୍ତଙ୍କ ଭିଡ଼।
