ହିନ୍ଦୁ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର
– ଭଦ୍ରକ ଗୁଜିଦରଡାରେ ଜଣେ ହିନ୍ଦୁ ପରିବାରକୁ ସରପଞ୍ଚଙ୍କ ମରଣଯନ୍ତା ଆକ୍ରମଣ ପରେ ପ୍ରମାଣ ନଷ୍ଟ ପାଇଁ ମୋବାଇଲରୁ ସବୁ ତଥ୍ୟ ନଷ୍ଟ କରିବା ଓ ଗୁଜିଦରଡା ଫାଣ୍ଡି ଅଧିକାରୀ ଦୋଷୀକୁ ସୁରକ୍ଷା ଦେବା ବିରୋଧରେ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ସହ ଗୁଜିଦରଡାର ଅପାରଗ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ବଦଳି କରି ଜଣେ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରିବା ଦାବିରେ ଶତାଧିକ ହିନ୍ଦୁ ସଂଗଠନ ଓ ଧର୍ମରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
