ବାତ୍ୟାରେ ଧାନଫସଲ କ୍ଷତି

ବାତ୍ୟା ଦାନା ପ୍ରଭାବରେ ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ବୋତଳମା,ହିରାପୁର,ହଜ,ସିକୋ,ଶଗଡଭଂଗା,ଗଡମାଣତୀର,ଦେଉଳି ଓଗୋବିନ୍ଦପୁରଆଦି ପଂଚାୟତ ସମେତ ସମଗ୍ରବ୍ଲକଅଂଚଳରେ ଅଧିକାଂଶଚାଷୀକଂ ଧାନଫସଲକ୍ଷତିହୋଇ ଜଳରେ ବୁଡିରହିଛି ।କେତେକ ଧାନକ୍ଷେତରେ ଧାନସଂପୂର୍ଣ ବାହାରିପଡିଥିବାବେଳେ କେତେକଧାନକ୍ଷେତରେ ଧାନଫସଲ ଫୁଲ ଉଡାଉଛି ।ଏପରିସ୍ଥଳେ ଚଳିତବର୍ଷ ଭଲଧାନଫସଲ ହୋଇଥିବାବେଳେବାତ୍ୟା ଦାନା ଦାଉସାଧିଲା ।ଫଳରେ ଚାଷୀମୁଣ୍ଡରେ ଅକାଳ ଚଡକ ପଡିଛି ।ଏଥିପ୍ରତିବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତଦୃଷ୍ଟିଦେଇନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେଦାବି ହେଉଛି ।

Leave a Reply

Your email address will not be published. Required fields are marked *