ନଭେମ୍ବର ମାସ‌‌ ଆସିଲା

ନଭେମ୍ବର ମାସ‌‌ ଆସିଲା

ନଭେମ୍ବର ମାସ‌‌ ଆସିଲା
ନଭେମ୍ବର ମାସ‌‌ ଆସିଲା
ଶୀତ ର‌‌ ପ୍ରକୋପ ଦେଖାଯିବ ଭାଇ ଶୀତ ବସ୍ତ୍ର ‌ଖୋଜା ଚାଲିଲା।
ନଭେମ୍ବର ମାସ‌‌ ଆସିଲା।
ଥଣ୍ଡା ପଡ଼ିବାରୁ ଲୋକମାନେ ଭାଇ ଗୁନ୍ଥା କମ୍ବଳ କୁ ଖୋଜିଲେ
ଯାଯାବର ଭାଇ ଥଣ୍ଡା ଦାଉରୁ ଦୁଆରେ ନିଆଁ କୁ ରଖିଲେ।
ନଭେମ୍ବର ମାସ‌‌ ଆସିଲା।
ଶୀତ ର ପ୍ରକୋପ ବଢିଲା।
ସୁଇଟର ସାଙ୍ଗେ‌ ମଫଲର ଭାଇ ପିନ୍ଧିବେ ସମସ୍ତେ ଜତନେ
ଜୀବନ ରଖିବ ଶୀତବସ୍ତ୍ର ଭାଇ
ହୀନ ନଭାବିବ ସପନେ।
ନଭେମ୍ବର ମାସ‌‌ ଆସିଲା
ମନ ଯେ ସନ୍ତୋଷ ଲଭିଲା।
ପଞ୍ଚୁକ ତିଥିରେ ତୁଳସୀ ଚଉରା
ନିକଟେ ମୁରୁଜ ପଇଲା
ପଞ୍ଚୁ ମୁରୁଜ ରେ ତୁଳସୀ ଦେବୀ ଯେ କେତେ କେତେ ପୂଜା ପାଇଲା
ନଭେମ୍ବର ମାସ‌‌ ଆସିଲା
ଧରଣି ଯେ ଶାନ୍ତ ହୋଇଲା।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ,୭୫୯୦୧୬

Leave a Reply

Your email address will not be published. Required fields are marked *