ଦୀପାବଳି ମହୋତ୍ସବ ରେ ଦୀପ ପ୍ରଜ୍ବଳନ କଲେ ଛୁଆବାବା
ଜଗତ୍ସିଂହପୁରର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମ ମଶାଣିଘାଟି ରେ ଦୀପାବଳିରେ ମହୋତ୍ସବରେ ସହେ ଏଗାର ଦୀପ ପ୍ରଜ୍ଜ୍ଵଳନ କଲେ ଛୁଆବାବା .ଗୁଆଳିପୁର ଗ୍ରାମବାସୀ ତଥା ସମାଜ ର ମଙ୍ଗଳ ଉଦ୍ଦେଶ୍ୟରେ .ଏହି ମହୋତ୍ସବରେ ଦୂରଦୂରାନ୍ତରୁ ବହୁ ଭକ୍ତଙ୍କର ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ,ଏହି ସଭାରେ ବହୁ ସନ୍ୟାସୀ ଯୋଗ ଦେଇଥିଲେ. ମଶାଣିଘାଟିରେ ଆଲୋକ ସଜ୍ଜା ରେ ଖୁବ୍ ଉତ୍ସବ ମୁଖରିତ ହେବାର ଦେଖାଯାଉଥିଲା.ଶେଷରେ ଶ୍ରଦ୍ଧାଳୁ ମଶାଣି ଘାଟିରେ ହୋଇଥିବା ମହୋତ୍ସବ ରେ ଦୀପ ଦାନ କରି ନିଜକୁ ଧନ୍ୟ ମନେ କରିଥିଲେ ଏବଂ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରିଥିଲେ ଜଗତ୍ସିଂହପୁର ଜିଲା ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।
