ପୂର୍ବତଟ ରେଳପଥ ଖୋର୍ଦ୍ଧା ଡିଭିଜନ ତରଫରୁ ଦୁର୍ଘଟଣା ସଚେତନତା ମୋକ୍ ଡ୍ରିଲ୍।

ପୁର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନର ଦୁର୍ଘଟଣା ବେଳେ ଯାତ୍ରୀ କିପରି ଯାଇପାରିବ ,ଦୁର୍ଘଟଣା ଗ୍ରସ୍ତ ଯାତ୍ରୀ ମାନଙ୍କୁ କେମିତି ସୁରକ୍ଷା ଦିଆଯିବ ଏ ନେଇ ପୂର୍ବତଟ ରେଳପଥ ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଳ ଷ୍ଟେସନ ଠାରେ D.R.M – H.S chaula ବରିଷ୍ଟ D.S.O ନମୋ ନାରାୟଣ ମିନା,ଖୋର୍ଦ୍ଧା ସୂଚନା ଲୋକ ସମ୍ପର୍କ ଅଧିକାରୀ ଲଳିତା ପଣ୍ଡା,ଇଞ୍ଜିନିୟର ଲୋକନାଥ ତ୍ରିପାଠୀ,ପ୍ରମୁଖ ପହଞ୍ଚି ମୋକ୍ ଡ୍ରିଲ୍ କାର୍ଯ୍ୟ ଅନୁଧ୍ୟାନ କରିଥିବା ବେଳେ ରେଳ ବାୟି ବିଭାଗର ବରିଷ୍ଟ ଅଧିକାରୀ,NDRF,ODRAF,ଦମକଳ ବାହିନୀ , ସ୍ଵାସ୍ଥ୍ୟ ବିଭାଗ ଟିମ୍ ,ପୋଲିସ କର୍ମଚାରୀ ସ୍ୱଚ୍ଛ ସେବୀ ଆମ୍ବୁଲାନ୍ସ ଅନୁଷ୍ଠାନ , ସମସ୍ତ ବିଭାଗର କର୍ମଚାରୀ ସଜାଗ ରହି ଟ୍ରେନ୍ ରେ ଯାତ୍ରୀଙ୍କୁ ଉଦ୍ଧାର କରି ମୋକ୍ ଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରି ସେମାନଙ୍କ ଦୁଃସାହସ କାର୍ଯ୍ୟ ଦେଖାଇଥିଲେ । ଏହି ମୋକ୍ ଡ୍ରୀଲ୍ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା ଆସନ୍ତୁ ଶୁଣିବା

Leave a Reply

Your email address will not be published. Required fields are marked *