ଜିଲ୍ଲାର ପ୍ରସିଦ୍ଧ ବାଣିଜ୍ୟ ମେଳା ଆସନ୍ତା ୨୫ ତାରିଖରୁ ଆରମ୍ଭ
କାର୍ଯ୍ୟକ୍ରମକୁ ନେଇ ପତିକ୍ରିୟା ଦେଲେ ସଭାପତି ଜିତେନ୍ଦ୍ର ପତିହାରୀ l ପ୍ରକାଶ ଯୋଗ୍ୟ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଜିଲ୍ଲାର ପ୍ରସିଦ୍ଧ ବାଣିଜ୍ୟ ମେଳା l ବ୍ୟାସନଗର ର ଚୂନଭାଟି ପ୍ଲଟ ନିକଟରେ ହେବାକୁ ଥିବା ଏହି ବାଣିଜ୍ୟ ମେଳା ରେ ରାଜ୍ୟ ଯଥା ରାଜ୍ୟ ବାହାରୁ ବିଭିନ୍ନ ହସ୍ତ ଶିଳ୍ପ ଓ ଅନେକ କଳକାରଖାନାର ପ୍ରୋଜେକ୍ଟ ପଦର୍ଶନ ହେବ ବୋଲି କମିଟିର ସଭାପତି ଶ୍ରୀ ପତିହାରୀ କହିଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
