ଟ୍ରାଫିକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା
ଟ୍ରାଫିକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା 25/11/2024,ଭୁବନେଶ୍ୱର: ଆସନ୍ତା ମାସରେ କୋଣାର୍କରେ ହେବାକୁ ଥିବା Konark Festival, International Sand Art Festival, Eco- Retreat ପାଇଁ ପର୍ଯ୍ୟଟକମାନଙ୍କ ଭିଡ ଏବଂ ଏଥି ନିମନ୍ତେ ନିମାପଡ଼ା ଏବଂ ଗୋପ ମୁଖ୍ୟ ରାସ୍ତାରେ ହେବାକୁ ଥିବା ଯାନବାହାନ ଚଳାଚଳର ବୃଦ୍ଧିକୁ ଦୃଷ୍ଟିରେ ରଖି, ଟ୍ରାଫିକ ବ୍ୟବସ୍ଥା, ଆଇନ କାନୁନ ଏବଂ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା ମାନଙ୍କ ସୁରକ୍ଷା ନେଇ ନିମାପଡ଼ା ଉପଖଣ୍ଡ ଅଧିନସ୍ଥ ସମସ୍ତ ଥାନାର ପୁଲିସ ଅଧିକାରୀ ମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଆଲୋଚନା କରିଛନ୍ତି ।
