ମାଟି ତଳେ ଖଜାଚାଲିଚି ପୁଳାଏ ଟଂକା ଓ ସୁନା

ନାରାୟଣପାଟଣା ଆଜି କା ଦୁନିଆରେ ଟଂକା କାହାକୁ ବା ଦରକାର୍ ନାହିଁ.. ପିଲା ଠାରୁ ବୁଢ଼ା..ଓ ଧନି ଠାରୁ ଗରିବ… ଟଙ୍କା ର ଏମିତି ଆବଶ୍ୟକୟ ଅଛି କଳ୍ପନା ବି କରିହେବ ନାହିଁ.. ଜୀବନ ଥିବା ବେଳେ ଅୟେସ ଜୀବନ ଅତିବାହିତ ପାଇଁ ଟଙ୍କା ର ଭୂମିକା ଅତି ଗୁରୁତ୍ଵ ପୂର୍ଣ୍ଣ ଅଟେ… ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେଉଁ ଟଂକା ଆମ୍ଭ ମାନଙ୍କ ପାଇଁ ଅତି ମୂଲ୍ୟବାନ ତାହା ଏଠି ମାଟି ଖାଉଛି , ହଜାର କି ଦୁଇ ହଜାର ନୁହେଁ ଲକ୍ଷ ଟଙ୍କା ଓ ସୁନା… ଏ ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ… କିନ୍ତୁ ଆଶ୍ଚର୍ୟ୍ଯ ହେଲେ ବି କଥାଟି ସତ୍ୟ… କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ର ଏହି ଅଭାବନୀୟ ଦୃଶ୍ୟ ଏବେ ଜିଲ୍ଲାରେ ଚର୍ଚ୍ଚା କୁ ଖରାକ୍ ଯୋଗାଇଛି .. କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତର କେଲୁବାଡ଼ି ଗାଁର ୭୦ ବର୍ଷୀୟ ସିତାରାମ ମେଲେକା … ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ସତ ହେଲେ କଷ୍ଟ ଉପାର୍ଜିତ ଟଂକା ଓ ସୁନା ମାଟି ତଳେ ପତି ଚାଲିଯାଇଛନ୍ତି… କାହିଁକି ଓ କଣ ପାଇଁ ପତିଛନ୍ତି ତାହା ସ୍ବର୍ଗତ ସିତାରାମଙ୍କୁ ହିଁ ଜଣା.. ହେଲେ ପରିବାର ସ୍ୱଜନ ଏବେ ପତ୍ତା ଟଂକା କୁ ଖୋଜି ପାଇବାକୁ କରୁଛନ୍ତି ସଂଗ୍ରାମ…. ୧ ଲକ୍ଷ୍ୟ ୧୦ ହଜାର ଟଙ୍କା ଏବଂ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ମାଟି ତଳେ ପତି ହୋଇଥିବା ବେଳେ ବର୍ଥାମାନ ସୁଦ୍ଧା ୩୨ ହଜାର ନଗଦ ଟଙ୍କା ଉଦ୍ଧାର ହୋଇଚି , ହେଲେ ଉଦ୍ଧାର ଟଂକା ମାଟି ଉଈ ଖାଇ ନଷ୍ଟ ହୋଇଯାଇଛି ଲଷ୍ମୀପୁର

Leave a Reply

Your email address will not be published. Required fields are marked *