ରାଧାକୃଷ୍ଣଙ୍କ ବିବାହ ଉତ୍ସବ ।
ଭଦ୍ରକ ଚନ୍ଦନ ବାଜାର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି ରାଧାକୃଷ୍ଣଙ୍କ ବିବାହ ଉତ୍ସବ । ବନ୍ଦେଶ୍ବର ଧାମର ବାବା ରାମଦାସ ଜୀଉଙ୍କ ଦ୍ଵାରା ୫ ଦିନ ଧରି ପ୍ରବଚନ ଚାଲୁଥିବା ବେଳେ ଆଜି ବିବାହ ଉତ୍ସବରେ ବହୁ ସାଧୁସନ୍ଥମାନେ ଯୋଗ ଦେଇ ରାଧାକୃଷ୍ଣଙ୍କ ବିବାହ ସମ୍ପନ୍ନ କରିଥିଲେ l
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ
