ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ୮୪ତମ ଜନ୍ମଦିବସ ପାଳିତ

**ଆଜି ହେଉଛି ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ଜନ୍ମଦିନ l ଏହି ଦିନକୁ ଆଜି ଅତି ଧୂମଧାମର ସହିତ ସୁକିନ୍ଦା ବିଜେଡି ପକ୍ଷରୁ ଯାଜପୁର ରୋଡ଼, ଧବଳଗିରି ସ୍ଥିତ ବାସଭବନରେ ପାଳନ କରାଯାଇଛି l ଆଜି ସୁକିନ୍ଦା ଓ ବ୍ୟାସନଗର ଅଞ୍ଚଳର ଲୋକ ପ୍ରତିନିଧି ଓ ବିଜେଡି କର୍ମକର୍ତ୍ତା ମାନେ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *