ବାଣିଜ୍ୟ ମେଳା

ବ୍ୟାସନଗର ସ୍ଥିତ ଚୂନଭାଟି ପ୍ଲଟ ପଡିଆରେ ଚାଲିଥିବା ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି l ରାଜ୍ୟ ବାହାର ସଂସ୍କୃତି ନୃତ୍ୟରେ ଦର୍ଶକ ବିଭୋର l ଗତ ୨୫ ତାରିଖରୁ ଆରମ୍ଭ ହେଇଥିବା ରାଜ୍ୟସ୍ତରୀୟ ବାଣିଜ୍ୟ ମେଳା ଉଦଯାପିତ ହେଇଯାଇଛି l କମିଟିର ଅଧ୍ୟକ୍ଷ ଜିନେତ୍ର ପତିହାରୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗଦେଇ ବାଣିଜ୍ୟ ମେଳରେ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଆଜିର ଶେଷ ଦିନରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ପାରମ୍ପରିକ ନୃତ୍ୟରେ ମେଳାକୁ ବୁଲିବାକୁ ଆସିଥିବା ଦର୍ଶକ ଦେଖି ବିଭୋର ହେଇଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *