ଯୁଗ୍ମ ଅଭିଯୋଗ ଶୁଣାଣି
ଆଜି ତା ୦୯.୧୨.୨୦୨୪ ରିଖରେ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ଦ୍ଵାରା ଅଙ୍ଗାରପଡ଼l ଗ୍ରାମପଞ୍ଚାୟତ, ଜଟଣୀ ବ୍ଳକ୍ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୧୩୬ ଟି ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ, ଖୋର୍ଦ୍ଧା, ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଜଲ୍ଲାପାଳ, ଭୁବନେଶ୍ୱର, ତହସିଲଦାର, ଜଟଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜଟଣୀ ଏବଂ ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ ମାନେ ଯୋଗ ଦେଇଥିଲେ।
