ବିଶ୍ୱ ମାନବିଧିକାର ଦିବସ
ଆଇନଜୀବି ପରିଷଦ(କଟକ) କାର୍ଯ୍ୟାଳୟ ଠାରେ ପ୍ରଥମ ଥର ପାଇଁ ପାଲିତ ହେଲା ବିଶ୍ୱ ମାନବିଧିକାର ଦିବସ l ବିଶ୍ୱ ମାନବିଧିକାର ଦିବସ 10 ଡିସେମ୍ବର ରେ ସାରା ବିଶ୍ୱରେ ପାଳନ କରାଯାଏ,,ସେହିଭଳି ରାଜ୍ୟ ଆଇନଜୀବି ପରିଷଦ(କଟକ)କାର୍ଯ୍ୟାଳୟ ଠାରେ ଓଡ଼ିଶାରେ ପ୍ରଥମ ଥର ବିଶ୍ୱ ମାନବିଧିକାର ଦିବସ ପାଳନ କରାଯାଇଥିଲା,

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି ମାନ୍ୟବର ସଙ୍ଗମ ସାହୁ, ବିଚାରପତି ମାନ୍ୟବର ପି. ନରସିଂହ, ବିଚାରପତି ମାନ୍ୟବର ଶିବସଙ୍କର ମିଶ୍ର ଅତିଥି ରୂପେ ଯୋଗ ଦେଇଥିଲେ, ଆଇନଜୀବି ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ପରିଷଦର ସଭ୍ୟମାନଙ୍କ ସହ ଆଇନଜୀବି ମାନେ ଯୋଗ ଦେଇଥିଲେ,ପ୍ରଥମ ଥର ପାଇଁ ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ପାଳନ କରାଯାଇଛି ବିଶ୍ୱ ମାନବିଧିକାର ଦିବସ*
