ଅସାନ୍ତ ହେଉଛି ଶହିଦନଗର ବଜାର
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧିନ ସହିଦନଗର ବଜ଼ାର ଠାରେ ଦିନକୁ ଦିନ ନିଶା ସେବନ କୁ ନେଇ ଅଶାନ୍ତ ହବାକୁ ଲାଗୁଚି ସୂଚନା ଅନୁଯାଇ ସହିଦ ନଗରର ବେପାର କରିବାକୁ ଆସୁଥିବା ବେପାରୀ ମାନେବି ଅଣନିଶ୍ୱାସୀ ହେବାକୁ ଲାଗିଲେଣି.କାଲି ବିଳମ୍ବିତ ରାତ୍ରିରେ କିଛି ମଦପ୍ତ୍ୟ ବ୍ୟକ୍ତି ମଦ୍ୟ ପାନ କରି ସବୁଦିନ ଭଳି ସହିଦନଗର ବଜାର ଉପରେ ଅଭଦ୍ର ଭାଷାରେ ଗାଳି ଗୋଲଜ କରିବା ସହିତ ତାଣ୍ଡପ ରଚୁଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ସହିଦ ନଗର ବଜ଼ାରକୁ ଆସୁଥିବା ସମସ୍ତ ଜନସାଧାରଣଙ୍କ ମଧ୍ୟ୍ୟରେ ଏକ ଅସନ୍ତୋଷ ଦେଖା ଦେଇଛି.ଆଜି ସହିଦନଗର ବଜାର କମିଟି ର ସମସ୍ତ ସଦସ୍ୟ ମାନେ ମିଶି ଏକତ୍ରିତ ହୋଇଥିଲେ କାରଣ ବଜ଼ାରକୁ ଝିଅ ବହୁ ମାନେ ଆସିବାକୁବି କୁଣ୍ଠାବୋଧ କରୁଛନ୍ତି ଯାହାକୁ ନେଇ ବଜ଼ାର କମିଟିର ସଭାପତି ଓ ସମ୍ପାଦକ ମାଧ୍ୟ୍ୟମରେ ଧୂଷୁରୀ ଥାନାରେ ପହଞ୍ଚି ସେମାନଙ୍କ ନାମ ରେ ଏକ ଏତଲା ରୁଜୁ କରାଯାଇଥିଲା .ଏବେ ଦୋଷୀଙ୍କ ପ୍ରତି ପୋଲିସ କିଭଳି କାର୍ଯ୍ୟାଅନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା.
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ
