ମହାବିଦ୍ୟାଳୟ ରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆନନ୍ଦପୁର ମହାବିଦ୍ୟାଳୟ ରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. I ଅଧ୍ୟାପକ ରଘୁଦୀପ୍ତି ନାୟକ ଙ୍କ ସଂଯୋଜନା ରେ ପ୍ରଥମେ ପୁଷ୍ପଲତା ରାମ ସ୍ୱାଗତ ସଂଗୀତ ପରିବେଷଣ କରିଥଲେ ଓ ଯୁବ ରେଡକ୍ରସ ର ଉପଦେଷ୍ଟା ପୂର୍ଣାନନ୍ଦ ପାର୍ଥଶରଥି ଶଙ୍ଖୁଆ ଧନ୍ୟବାଦ ଅର୍ପଣ କରିଥିଲେ. I ସମ୍ମାନିତ ଅତୀଥି ଭାବେ ଡ଼କ୍ଟର ନିମାଇଁଚରଣ ରାଉତ,ଡ଼କ୍ଟର ଦିବ୍ୟଲୋଚନ ଭୂୟାଁ ,ପ୍ରାଧ୍ୟାପକ ଶିବ ଚରଣ ବେହେରା ,ଅଧ୍ୟାପିକା ଅନିତା ଦାସ,ଭାରତୀ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁରୁଣାବାନ୍ଧଗୋଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁନାମଧନ୍ୟ ଡାକ୍ତର ଆଶୁତୋଷ ଜେନା ଯୋଗ ଦେଇ ତମଖୁ ସେବନ ର ଭୟଙ୍କାରିତା ସମ୍ବନ୍ଧରେ ଆଲୋଚନା କରିବା ସହିତ ସଚେତନା ହିଁ ସୁରକ୍ଷା ବୋଲି ମତ ରଖିଥିଲେ.ଡ଼କ୍ଟର ଶକ୍ତି ପ୍ରସାଦ ମହାପାତ୍ର,ଡ଼କ୍ଟର ଉତ୍ତମ କୁମାର ପାଣିଗ୍ରାହୀ,ପ୍ରିୟ ସାରଥୀ ମହାପାତ୍ର,ବିଜୟ କୁମାର ସାହୁ,ବିଶ୍ୱରଂଜନ ସାହୁ ,ସବିନା ଆରା ବେଗମ,ତନୁଶ୍ରୀ ପଣ୍ଡା ତଥା ଯୁବ ରେଡକ୍ରସସ ର ସ୍ବେଛାସେବୀ ,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.ବରିଷ୍ଠ ଯୁବ ରେଡ କ୍ରସ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.l

Leave a Reply

Your email address will not be published. Required fields are marked *